Quotes

Audio

Read

Books


Write

Sign In

We will fetch book names as per the search key...

ସମୟର ଦୃଶ୍ୟପଟ୍ଟ ( A landscape of time )

By ରବିନାରାୟଣ ସେନାପତି


GENRE

Short Stories

PAGES

88

ISBN

9789360700867

PUBLISHER

StoryMirror

PAPERBACK ₹150
Rs. 150
Best Price Comparison
Seller Price
StoryMirror Best price ₹150
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART


About the book -


ଦଶଗଳ୍ପର ସମାହାର ଏ ଗଳ୍ପ ସଙ୍କଳନ, “ସମୟର ଦୃଶ୍ୟପଟ୍ଟ” ଲେଖକଙ୍କ ସପ୍ତମ ଅବଦାନ। ପ୍ରତ୍ୟେକଟି ଗଳ୍ପ ମନେହୁଏ ବୟସର ଅପରାହ୍ନର ଜଣେ ସମଝଦାର ମଣିଷର ଅଭିବ୍ୟକ୍ତି। ଅଭିବ୍ୟକ୍ତି ମନଖୋଲା। ଚରିତ୍ର ମାନେ ବିରଳ କିନ୍ତୁ ଆମ ଚତୁଃପାର୍ଶ୍ଵରେ ନିଶ୍ଚିତ ଭାବେ ବାସ୍ତବରେ ଚଳପ୍ରଚଳ ହେଉଛନ୍ତି। ପୁସ୍ତକର ନାମ ପ୍ରଥମ ଗଳ୍ପ ଅନୁସାରେ ହୋଇଥିଲେ ମଧ୍ୟ ପ୍ରତି ଗଳ୍ପ ଯେମିତି ସମୟର ଏକ ଲମ୍ବା ଚଳଚ୍ଚିତ୍ର ଯାହାର ବଦଳି ଯାଉଥିବା ଦୃଶ୍ୟପଟ୍ଟକୁ ସରଳ ଓ ସାବଳୀଳ ଭାବେ ଅଙ୍କା ଯାଇଛି। ତୁଳସୀ, ଆର୍ସୁ, ଦୂତୀ, ଜୁଲିଆ, ମାଳବିକା ଓ ଇତ୍ୟାଦିଙ୍କ କାନ୍ଧରେ ଗଳ୍ପଗୁଡ଼ିକ ଭାର ହୋଇଥିଲେ ମଧ୍ୟ ଅଧିକାଂଶ ଗଳ୍ପ ବର୍ଣ୍ଣିତ ହୋଇଅଛି ପ୍ରଥମ ପୁରୁଷ ଲେଖକର ବକ୍ତବ୍ୟରେ। ଭାବନା ଓ ଅନୁଭୂତି ପ୍ରଧାନ ଏ କାହାଣୀମାନ ଅପେକ୍ଷା କରେ ପାଠକଙ୍କ ଭାବମୟ ଅବସର। ଗଳ୍ପଗୁଡ଼ିକ ବାବଦରେ ଯତକିଞ୍ଚିତ ମତାମତ ବେଶ୍ ଉତ୍ସାହପ୍ରଦ ହୋଇଥିବାରୁ ପୁସ୍ତକ ଭାବେ ସବିନୟ ପରସା ଯାଇଛି ବୃହତ୍ତର ସମାଜକୁ। ଆଶା ସମୟର ଦୃଶ୍ୟପଟ୍ଟ ସହ ପ୍ରତ୍ୟେକ ପାଠକ ନିଜକୁ ଚିହ୍ନଟ କରିବେ କାହାଣୀର ଏକ ଚରିତ୍ର ଭାବେ। ମନେହେବ ଲେଖକ ଓ ପାଠକ ମାନଙ୍କ ମଧ୍ୟରେ ସଂକଳନଟି ସତେ ଯେମିତି ହୃଦୟର ବାର୍ତ୍ତାଳାପ। ସମସ୍ତଙ୍କୁ ସାଦରେ ନିମନ୍ତ୍ରଣ।


About the author -


"ଲେଖକ ରବିନାରାୟଣ ସେନାପତି ଯାଜପୁର ଜିଲ୍ଲାର ତୁଳତୀ ଗ୍ରାମର ଅଧିବାସୀ। ବୃତ୍ତିରେ ଜଣେ ପ୍ରସୂତି ବିଶେଷଜ୍ଞ, ସମ୍ପ୍ରତି ଉପଖଣ୍ଡ ଚିକିତ୍ସାଳୟ ଆନନ୍ଦପୁରରେ କାର୍ଯ୍ୟରତ। ବ୍ୟସ୍ତ ବହୁଳ ବୃତ୍ତି ମଧ୍ୟରେ କିନ୍ତୁ ଲେଖନୀ ତାଙ୍କର ଚଳଚଞ୍ଚଳ। ଏହା ତାଙ୍କର ସପ୍ତମ ପୁସ୍ତକ। ଉଭୟ ଓଡ଼ିଆ ଓ ଇଂରାଜୀରେ ସେ କାହାଣୀ ମାଧ୍ୟମରେ ଆପଣାର ଭାବନା ଓ ଅନୁଭୂତି ମାନଙ୍କୁ ସମ୍ପୂର୍ଣ୍ଣ ପରିପ୍ରକାଶ କରିବାର ଦକ୍ଷତା ରଖିଛନ୍ତି। ଏ ପୁସ୍ତକ “ସମୟର ଦୃଶ୍ୟପଟ୍ଟ”ର ପ୍ରତି କାହାଣୀ ସେମିତି ଭାବନା ଓ ଅନୁଭୂତି ପ୍ରଧାନ ଓ ବକ୍ତବ୍ୟ ମାନ ଲେଖକ ଓ ପାଠକ ମାନଙ୍କ ମଧ୍ୟରେ ସତେ ଯେମିତି ଏକ ଆମ୍ନା ସାମ୍ନା ଆଲୋଚନା।






You may also like

Ratings & Reviews

Be the first to add a review!
Select rating
 Added to cart